ପ୍ରୋଫାଇଲ ବିବରଣୀ ଦକ୍ଷତାରେ ଓଡ଼ିଶା, ବିଶ୍ବରେ ସର୍ବୋତ୍ତମ

ITI, Barbil


ଆମ ସଂପର୍କରେ

କେବେ ପ୍ରତିଷ୍ଠା ହେଲା
1964
ଅଧ୍ୟକ୍ଷ
ଇଂ. ପ୍ରଣବ କୁମାର ପଟନାୟକ

ଆଇଟିଆଇ, ବଡବିଲ

  • ପ୍ରତିଷ୍ଠାନ ପ୍ରକାର ସରକାରୀ
  • ଜିଲ୍ଲା କେନ୍ଦୁଝର

ରାଜ୍ୟ ତଥା ଦେଶର ଶିଳ୍ପର ବିକାଶ କ୍ଷେତ୍ରରେ ଆବଶ୍ୟକ ହେଉଥିବା କୁଶଳୀ ମାନବ ସମ୍ବଳ ସୃଷ୍ଟି କରିବା ପାଇଁ ୧୯୬୪ ମସିହାରେ ବଡବିଲଠାରେ ସରକାରୀ ଆଇଟିଆଇ ପ୍ରତିଷ୍ଠା କରାଯାଇଥିଲା। ୨୦୧୫ ମସିହାରେ ଏହି ଅନୁଷ୍ଠାନକୁ ଏକ ମଡେଲ ତାଲିମ ଅନୁଷ୍ଠାନ ଭାବେ ଘୋଷଣା କରାଯାଇଥିଲା।

ଯୋଗାଯୋଗ ନମ୍ବର ଅାପଣଙ୍କୁ ଆମ ପାଖରେ ପାଇ ଖୁସି.

 ଫୋନ୍/ମୋବାଇଲ୍ ନମ୍ବର
9937499050/06767-275265
ଇମେଲ୍
[email protected]
ଠିକଣା
ଷ୍ଟେସନ ରୋଡ, ମାଟକାମବେଡା, ଜିଲ୍ଲା-କେନ୍ଦୁଝର, ପିନ୍-୭୫୮୦୩୬
ୱେବସାଇଟ
http://www.itibarbil.com

ପାଠ୍ୟକ୍ରମ ବିବରଣୀ

ପାଠ୍ୟକ୍ରମ ନାମ ପାଠ୍ୟକ୍ରମ ଅବଧି ସ୍ଥାନ ସଂଖ୍ୟା ଯୋଗ୍ୟତା
ବ୍ଳାଷ୍ଟର ସର୍ଟ ଫାୟାରର (ଏସସିଟିଇ ଓ ଭିଟି) 12 ମାସରେ 2520 ଘଣ୍ଟା 63 ମାଟ୍ରିକ
ବିଦ୍ୟୁତ ଯନ୍ତ୍ରୀ 24 ମାସରେ 5040 ଘଣ୍ଟା 63 ମାଟ୍ରିକ
ଇଲେକ୍ଟ୍ରୋନିକ ମେକାନିକ 24 ମାସରେ 5040 ଘଣ୍ଟା 26 ମାଟ୍ରିକ
ଫିଟର 24 ମାସରେ 5040 ଘଣ୍ଟା 84 ମାଟ୍ରିକ
ସୂଚନା ପ୍ରଯୁକ୍ତି ବିଦ୍ୟା ଓ ବୈଦ୍ୟୁତିକ ଯନ୍ତ୍ର ରକ୍ଷଣାବେକ୍ଷଣ (ଆଇଟି ଓ ଇଏସଏମ) 24 ମାସରେ 5040 ଘଣ୍ଟା 26 ମାଟ୍ରିକ
ପରୀକ୍ଷାଗାର ସହଯୋଗୀ (କେମିକାଲ ପ୍ଳାଣ୍ଟ) 24 ମାସରେ 5040 ଘଣ୍ଟା 21 ମାଟ୍ରିକ
ଯନ୍ତ୍ର ନିର୍ମାତା 24 ମାସରେ 5040 ଘଣ୍ଟା 16 ମାଟ୍ରିକ
ମେଟ ମାଇନ୍ସ(ଏସସିଟିଇ ଓ ଭିଟି) 12 ମାସରେ 2520 ଘଣ୍ଟା 63 ମାଟ୍ରିକ
ମୋଟର ଗାଡି ମେକାନିକ 24 ମାସରେ 5040 ଘଣ୍ଟା 42 ମାଟ୍ରିକ
ରେଫ୍ରିଜିରେସନ ଓ ଏୟାରକଣ୍ଡିସନିଂ ମେକାନିକ 24 ମାସରେ 5040 ଘଣ୍ଟା 26 ମାଟ୍ରିକ
ଆର୍ଥ ମୁଭିଂ ମେକାନିକ (ଏମସି) 24 ମାସରେ 5040 ଘଣ୍ଟା 63 ମାଟ୍ରିକ
ମେସିନ ଯନ୍ତ୍ରପାତି ରକ୍ଷଣାବେକ୍ଷଣ ଯନ୍ତ୍ରୀ 24 ମାସରେ 5040 ଘଣ୍ଟା 42 ମାଟ୍ରିକ
ମରାମତି ଓ ରକ୍ଷଣାବେକ୍ଷଣ ଯନ୍ତ୍ରୀ (ଏଚଭି) 12 ମାସରେ 2520 ଘଣ୍ଟା 63 ମାଟ୍ରିକ
ପାଣି ପାଇପ ମିସ୍ତ୍ରୀ 12 ମାସରେ 2520 ଘଣ୍ଟା 52 ମାଟ୍ରିକ
ପମ୍ପ ଅପରେଟର ତଥା ମେକାନିକ 12 ମାସରେ 2520 ଘଣ୍ଟା 63 ମାଟ୍ରିକ
ସର୍ବେକ୍ଷକ 24 ମାସରେ 5040 ଘଣ୍ଟା 21 ମାଟ୍ରିକ
ଟର୍ଣ୍ଣର 24 ମାସରେ 5040 ଘଣ୍ଟା 16 ମାଟ୍ରିକ
ଝଳେଇ ମିସ୍ତ୍ରୀ 12 ମାସରେ 2520 ଘଣ୍ଟା 84 ଅଣ ମାଟ୍ରିକ
ୱୟାରମ୍ୟାନ 24 ମାସରେ 5040 ଘଣ୍ଟା 42 ଅଣ ମାଟ୍ରିକ

ଆପଣଙ୍କ ପ୍ରଶ୍ନ ପଠାନ୍ତୁ

ଆପଣ ଜାଣିବାକୁ ଚାହୁଁଥିବା ପ୍ରଶ୍ନର ଯଦି କୌଣସି ଉତ୍ତର ନପାନ୍ତି, ତେବେ ଆମ ପାଖକୁ ସିଧାସଳଖ ଲେଖନ୍ତୁ।

captcha image
loading
ଆପଣଙ୍କ ପ୍ରଶ୍ନ ପଠାନ୍ତୁ
rotate

ବର୍ତ୍ତମାନ ଏହି ୱେବସାଇଟକୁ ଲାଣ୍ଡସ୍କେପ୍ ମୋଡରେ ଦେଖି ହେବନାହିଁ। ସଠିକ ଭାବେ ଦେଖିବାକୁ ପୋଟ୍ରେଟ୍ ମୋଡରେ ରଖନ୍ତୁ।